Author: TRUPTIMAYEE SAHOO

ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପାଞ୍ଚଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଜୋରଦାର ଚାଲିଛି ନିର୍ବାଚନୀ ଉତ୍ସବ । ପ୍ରତ୍ୟେକ ଅଞ୍ଚଳରେ ରାଜନୈତିକ ସମୀକରଣ ଭିନ୍ନ ହେଲେ ମଧ୍ୟ, ଗୋଟିଏ ଉପାଦାନ ସବୁଠି ସ୍ଥିର ରହିଛି ଓ ତାହା ହେଉଛି ଲୋକପ୍ରିୟ ଯୋଜନାର ପ୍ରତିଶ୍ରୁତି । ବଙ୍ଗଳାରେ, ମମତା ସରକାର ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନା ପାଇଁ ଆର୍ଥିକ ବ୍ୟୟବରାଦ ବୃଦ୍ଧି କରିବା ଏବଂ ବେକାର ଯୁବକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଯୋଜନା ଘୋଷଣା କରିଛନ୍ତି । ଆସାମରେ, କଂଗ୍ରେସ ଦଳ ପ୍ରତିଶ୍ରୁତି ଦେଇଛି ଯେ, କ୍ଷମତାକୁ ଆସିଲେ, ମହିଳାମାନଙ୍କୁ ସେମାନଙ୍କର ନିଜସ୍ୱ ଉଦ୍ୟୋଗୀ ଉଦ୍ୟମ ଆରମ୍ଭ କରିବାରେ ସାହାଯ୍ୟ କରିବା ପାଇଁ ୫୦ହଜାର ଟଙ୍କା ପ୍ରଦାନ କରିବ । ଏହି ସମୟରେ, ତାମିଲନାଡୁରେ, AMMK ନାମକ ଏକ ଆଞ୍ଚଳିକ ରାଜନୈତିକ ଦଳ , ଭୋଟରମାନଙ୍କୁ ଚାଷୀଙ୍କ ଋଣ ଛାଡ ସମେତ ୧୨୦ଟି ପ୍ରତିଶ୍ରୁତି ଦେଇଛି । ଘୋଷଣାର…

Read More