Author: TRUPTIMAYEE SAHOO

ଭାରତୀୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ରଣକ୍ଷେତ୍ର ହେଉଛି ପଶ୍ଚିମବଙ୍ଗ। କିନ୍ତୁ ଏଥର ବଙ୍ଗଳାରେ କିଛି ଏମିତି ହେବାକୁ ଯାଉଛି, ଯାହା କେହି କଳ୍ପନା ମଧ୍ୟ କରିନଥିଲେ। ସାଧାରଣତଃ ବିଜେପି ଏବଂ ଟିଏମସି ମଧ୍ୟରେ ଲଢ଼େଇ ହୁଏ, କିନ୍ତୁ ଏଥର କଂଗ୍ରେସ ଏକ ଏମିତି ‘ଗେମ୍ ପ୍ଲାନ୍’ ନେଇ ଆସିଛି, ଯାହା ମମତା ବାନାର୍ଜୀଙ୍କ ପାଇଁ ସବୁଠାରୁ ବଡ଼ ବିପଦ ସାବ୍ୟସ୍ତ ହୋଇପାରେ। ଆଜି ଆମେ ଆଲୋଚନା କରିବା କିଭଳି ଭାବେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ, ପଶ୍ଚିମବଙ୍ଗର ସବୁ ସିଟ୍‌ରେ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଛି ଏବଂ କିଭଳି ଏହା ବିଜେପିକୁ ଫାଇଦା ପହଞ୍ଚାଇ ମମତାଙ୍କ ଗଡ଼ ଭାଙ୍ଗିବାକୁ ଯୋଜନା କରୁଛି। କ’ଣ ରାହୁଲ ଗାନ୍ଧୀ ହିଁ ହେବେ ମମତାଙ୍କ ହାରର କାରଣ? କଂଗ୍ରେସର ‘ସୋଲୋ ଷ୍ଟ୍ରାଟେଜୀ’ – ଜିତିବା ପାଇଁ ନୁହେଁ, ହରାଇବା ପାଇଁ! କଂଗ୍ରେସ ପଶ୍ଚିମବଙ୍ଗରେ ଏବେ ଶୂନ୍ୟରେ ଅଛି। ୨୦୨୧ ବିଧାନସଭା ନିର୍ବାଚନରେ କଂଗ୍ରେସର ଭୋଟ୍ ପ୍ରତିଶତ…

Read More