Author: TRUPTIMAYEE SAHOO

ମୁଖ୍ୟତଃ ଭର୍ଟିଗୋ ଏକ ରୋଗ ନୁହେଁ , ଏହା ଏକ ପ୍ରକାର ଲକ୍ଷଣ ଯେଉଁଥିରେ ଅତି ତୀବ୍ର ମୁଣ୍ଡ ବୁଲାଇବା ଯୋଗୁଁ ଜଣେ ବ୍ୟକ୍ତି ବସିବାକୁ କିମ୍ବା ଆରାମରେ ଶୋଇବାକୁ ମଧ୍ୟ ଅସମର୍ଥ ହୁଏ । ଏନେଇ ଘରୋଇ ଉପଚାର କ’ଣ ଭର୍ଟିଗୋରୁ କିଛି ମାତ୍ରାରେ ଆରାମ ପ୍ରଦାନ କରିପାରିବ? ସେନେଇ ଅନେକଙ୍କ ମନରେ ଉଠେ ପ୍ରଶ୍ନ । ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ ସମସ୍ତେ ଡାକ୍ତରୀ ଔଷଧ ଉପରେ ନିର୍ଭରଶୀଳ ହେବା ଭିତରେ ଘରୋଇ ଉପଚାରକୁ ପାସୋରି ଯାଉଛେ । ଯାହା କି ଅନେକ ଦୂରାରୋଗ୍ୟ ପାଇଁ ଏକ ଅମୋଘ ବାଣ । ମୁଖ୍ୟତଃ ଭର୍ଟିଗୋ ଏକ ସ୍ୱାସ୍ଥ୍ୟ ଅବସ୍ଥା ଯାହା ଭିତର କାନକୁ ପ୍ରଭାବିତ କରେ, ଯାହା ଦ୍ୱାରା ପୀଡିତ ବ୍ୟକ୍ତି ନିରନ୍ତର ମୁଣ୍ଡ ବୁଲାଇବା ଭଳି ଅନୁଭବ କରନ୍ତି । ଭର୍ଟିଗୋ ଦ୍ୱାରା ପୀଡିତ ହେଲେ, ଜଣେ ବ୍ୟକ୍ତି ବସିବା କିମ୍ବା ଶୋଇବା ସମୟରେ ମଧ୍ୟ ମୁଣ୍ଡ…

Read More