Author: TRUPTIMAYEE SAHOO

ପାକିସ୍ତାନ ନିଜର ଯୁଧ୍ୟାଭାସ ପାଇଁ ଆରବ ସାଗରରେ କରୁଥିଲା କିଛି ବଡ଼ ଯୋଜନା । ତା ଆଗରୁ ଭାରତ ଛାଡିଲା ଯୁଦ୍ଧଜାହାଜ INS ଧ୍ରୁବକୁ । ଏହା ଦ୍ୱାରା ଆରବ ସାଗରରେ ଏକ ବଡ଼ ରଣନୈତିକ ସୁବିଧା ହାସଲ କରିଛି ଭାରତ । ପାକିସ୍ତାନ ଏକ ସନ୍ଦିଗ୍ଧ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯୋଜନା କରିବା ସହ ଏଥିପାଇଁ ଏକ NOTAM (ବାୟୁସେନାକୁ ନୋଟିସ୍) ମଧ୍ୟ ଜାରି କରିଥିଲା, କିନ୍ତୁ ଭାରତ ଏହାକୁ ବିଫଳ କରିଦେଇଛି । ଭାରତ ଆରବ ସାଗରରେ ଚାଲିଥିବା ଏହି ରଣନୈତିକ ଖେଳ ଜିତିଛି । ନିଜର ଏକ କ୍ଷେପଣାସ୍ତ୍ର ଟ୍ରାକିଂ ସିଷ୍ଟମ ସହିତ ଆଡ଼ଭାନ୍ସ ଟେକ୍ନୋଲୋଜିର ଯୁଦ୍ଧଜାହାଜ ମୁତୟନ କରିଛି । ପାକିସ୍ତାନ କରିବା ପୂର୍ବରୁ ଭାରତ ଚଳାଇଥିଲା ଗୋଟି ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଆରବ ସାଗରରେ କିଛି ସାମରିକ କୂଚକ୍ର ରଚିବାକୁ ଯାଉଥିଲା । କିନ୍ତୁ ଏହା ଘଟିବା ପୂର୍ବରୁ, ଭାରତୀୟ ନୌସେନା ଶୀଘ୍ର ତାର…

Read More