Author: TRUPTIMAYEE SAHOO

ହରମୁଜ୍ ସଙ୍କଟ ମଧ୍ୟରେ, କେନ୍ଦ୍ର ସରକାର ତୈଳ ଏବଂ ଗ୍ୟାସ ଉତ୍ପାଦନ ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଘରୋଇ ହାଇଡ୍ରୋକାର୍ବନ ଅନୁସନ୍ଧାନ ଏବଂ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ନାଗାଲ୍ୟାଣ୍ଡ ଏବଂ ଆସାମ ସହିତ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛି । ଏହି ଚୁକ୍ତିନାମା ଭାରତରେ LPG ଅଭାବ ଦୂର କରିବାରେ ସାହାଯ୍ୟ କରିପାରେ, କାରଣ ଆସାମ ଦେଶର ପ୍ରାୟ ୨୨% ଅଶୋଧିତ ତୈଳ ସଂରକ୍ଷଣ ଏବଂ ପ୍ରାୟ ୧୫% ପ୍ରାକୃତିକ ଗ୍ୟାସ ସଂରକ୍ଷଣ ରଖିଛି । ହରମୁଜ୍ ସଙ୍କଟରେ ଭାରତ ପାଇଁ ବନ୍ଧ ବାନ୍ଧିବେ ‘ଆସାମ’ ଓ ‘ନାଗାଲ୍ୟାଣ୍ଡ’ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ,’ଉତ୍ତର-ପୂର୍ବରେ ଅନୁସନ୍ଧାନ ଏବଂ ଉତ୍ପାଦନ କାର୍ଯ୍ୟକଳାପ ପାଇଁ ଅପାର ସମ୍ଭାବନା ରହିଛି।’ ସେ X (ପୂର୍ବ ଟ୍ୱିଟର) ରେ ଉଲ୍ଲେଖ କରିଛନ୍ତି…

Read More