Author: TRUPTIMAYEE SAHOO

ଆଉ ମାତ୍ର ଦୁଇ ପରେ ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଭୋଟ ଗ୍ରହଣ ହେବ। ଏଥିପାଇଁ ରାଜନୈତିକ ପାରଦ ଏବେ ଶୀର୍ଷରେ। ଗୋଟିଏ ପଟେ କ୍ଷମତା ବଞ୍ଚାଇବା ପାଇଁ ତୃଣମୂଳ କଂଗ୍ରେସ (TMC) ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିବାବେଳେ, ଅନ୍ୟପଟେ ବଙ୍ଗ ଦଖଲ ପାଇଁ ବିଜେପି ନିଜର ଶାଣିତ ଅସ୍ତ୍ର ପ୍ରୟୋଗ କରିବା ଆରମ୍ଭ କରିଛି। କିନ୍ତୁ ଏଥର ଲଢ଼େଇ କେବଳ ଭୋଟ୍ ବା ବିକାଶରେ ସୀମିତ ନାହିଁ; ଏହା ଏବେ ଖାଇବା ଥାଳି ଏବଂ ଆମିଷ ରାଜନୀତି ପର୍ଯ୍ୟନ୍ତ ପହଞ୍ଚିଛି। ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଷ୍ଟାର୍ ପ୍ରଚାରକ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ସାମ୍ପ୍ରତିକ ବୟାନ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ହିମନ୍ତ ସିଧାସଳଖ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ମାଂସ ଖାଇବା ପ୍ରତିଯୋଗିତା’ ପାଇଁ ଆହ୍ୱାନ ଦେଇ ବଙ୍ଗ ରାଜନୀତିରେ ଏକ ନୂଆ ଝଡ଼ ସୃଷ୍ଟି କରିଛନ୍ତି। ଅପପ୍ରଚାର ବନାମ ଅସଲ ସତ୍ୟ: କଣ…

Read More