Author: TRUPTIMAYEE SAHOO

ସଂଯୁକ୍ତ ଆରବ ଏମିରେଟ୍ସ (UAE) ପରେ, ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ ଭାରତ ଉପସାଗରରେ ଥିବା ଅନ୍ୟ ଏକ ବଡ଼ ଦେଶ ସାଉଦି ଆରବ ସହିତ ବନ୍ଧୁତାକୁ ଆହୁରି ଗଭୀର କରିବା ପାଇଁ ପଦକ୍ଷେପ ବଢ଼ାଇଛି । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ UAE ଗସ୍ତ ପରେ, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ମଧ୍ୟ ସାଉଦି ଆରବରେ ପହଞ୍ଚିଛନ୍ତି। ବିଶେଷ କଥା ହେଉଛି ଯେ ପାକିସ୍ତାନ UAE ଏବଂ ସାଉଦି ଆରବ ଉଭୟକୁ ନିଜର ବିଶେଷ ସ୍ୱାର୍ଥ ପାଇଁ ପ୍ରାଧାନ୍ୟରେ ରଖିଥାଏ ପାକିସ୍ତାନ । ବଡ଼ କଥା ହେଉଛି ସାଉଦି ଆରବ ପାକିସ୍ତାନର ପ୍ରସ୍ତାବିତ ସାମରିକ ମେଣ୍ଟ, ଇସଲାମିକ୍ ନାଟୋର ଏକ ଅଂଶ । ଯଦି ପାକିସ୍ତାନ ଇସଲାମିକ୍ ନାଟୋ ଗଠନ କରିବାରେ ସଫଳ ହୁଏ, ତେବେ ଏହା ଭାରତ ପାଇଁ ଏକ ବଡ଼ ଚିନ୍ତାର ବିଷୟ ହୋଇପାରେ, କାରଣ ସାଉଦି ଆରବ ହେଉଛି ଭାରତର ପ୍ରମୁଖ ବାଣିଜ୍ୟିକ…

Read More