Author: TRUPTIMAYEE SAHOO

“ପଡକାଷ୍ଟ ଲହର ଆରମ୍ଭ ହେବା ପରଠାରୁ, କ୍ୟାମେରା ଆଗରେ ବସି ଲୋକମାନେ ସମ୍ପୂର୍ଣ୍ଣ ଅସ୍ୱାଭାବିକ କଥା କହୁଛନ୍ତି । ପାକିସ୍ତାନରୁ ଏକ ସାମ୍ପ୍ରତିକ ଉଦାହରଣ ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତି ଜଣେ ମହିଳା ପୋଡକାଷ୍ଟରଙ୍କ ସହ କଥା ହୋଇ ‘ଅପରେସନ ସିନ୍ଦୁର’ ସମୟରେ ଘଟୁଥିବା ଘଟଣା ସମ୍ପର୍କରେ ଭିତ୍ତିହୀନ ଏବଂ ଅବାନ୍ତର ଦାବି କରୁଛନ୍ତି । ସେ କୌଣସି ସୂଚନା ଉଦ୍ଧୃତ ନକରି ଅଯଥା ବୟାନ ଦେଉଛନ୍ତି ।” ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ଭିଡିଓ ସେୟାର କରି, ଜଣେ ଭାରତୀୟ ଲେଫ୍ଟନାଣ୍ଟ ଜେନେରାଲ ଏକ ହାସ୍ୟରସ ପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଜନସାଧାରଣଙ୍କ ପାଇଁ ଆବେଦନ ଭିଡିଓରେ ଆଶ୍ଚର୍ଯ୍ୟ ପ୍ରକାଶ କରି, ଭାରତୀୟ ସେନାର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡିପି ପାଣ୍ଡେ ପଚାରିଲେ ଯେ ,’ଏହି ପାକିସ୍ତାନର ଲୋକମାନେ କେଉଁ ନିଶା ଦ୍ରବ୍ୟ ଖାଇଛନ୍ତି କି ?’ ସେ ଆହୁରି ମଧ୍ୟ କହିଛନ୍ତି ଯେ,’ଯେହେତୁ ସେ…

Read More