Author: TRUPTIMAYEE SAHOO

High Court: ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଏକ ରାୟରେ କହିଛନ୍ତି ଯେ ଜିଆରଏସ୍ ରାଜ୍ୟ ଅଧୀନରେ ଏକ ସିଭିଲ୍ ପୋଷ୍ଟ ନୁହେଁ। ଗ୍ରାମ ରୋଜଗାର ସେବକ (ଜିଆରଏସ୍) ଠିକା ନିଯୁକ୍ତି ମାଧ୍ୟମରେ ନିୟୋଜିତ ହୋଇଥିବାରୁ ସେମାନଙ୍କ ନିଯୁକ୍ତି ପାଇଁ ସଂରକ୍ଷଣ ନୀତି ଲାଗୁ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଏକ ରାୟରେ କହିଛନ୍ତି ଯେ ଜିଆରଏସ୍ ରାଜ୍ୟ ଅଧୀନରେ ଏକ ସିଭିଲ୍ ପୋଷ୍ଟ ନୁହେଁ। ଓଡ଼ିଶା ସିଭିଲ୍ ସର୍ଭିସ୍ (ବର୍ଗୀକରଣ, ନିୟନ୍ତ୍ରଣ ଓ ଆବେଦନ) ନିୟମ, ୧୯୬୨ ର ଅର୍ଥରେ ଏହା ଏକ ସେବା ନୁହେଁ। ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ନିୟୋଜିତ ବ୍ୟକ୍ତିମାନଙ୍କୁ ସମନ୍ୱିତ ପାରିଶ୍ରମିକ ପ୍ରଦାନ ଏବଂ ସେମାନେ ରାଜ୍ୟ ଅଧୀନରେ ନିୟମିତ ନିଯୁକ୍ତି ଦାବି କରିବେ ନାହିଁ ବୋଲି ପ୍ରତିଶ୍ରୁତି…

Read More