Author: TRUPTIMAYEE SAHOO

Beer Cane:ଓଡ଼ିଶାର ସାମାଜିକ-ରାଜନୈତିକ ନେତା ସୁପର୍ଣ୍ଣୋ ଶତପଥୀ ଗାନ୍ଧିଙ୍କ ଛବି ପ୍ରଦର୍ଶନ କରୁଥିବା ରିୱାର୍ଟ ବିୟର କ୍ୟାନର ଫଟୋ ସେୟାର କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ରୁଷିଆର ଏକ ବିୟର ବ୍ରାଣ୍ଡ କମ୍ପାନୀ ନିଜ କ୍ୟାନରେ ମହାତ୍ମା ଗାନ୍ଧିଙ୍କ ଫଟୋ ଲଗାଇବା ଅଭିଯୋଗରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓଡ଼ିଶାର ସାମାଜିକ-ରାଜନୈତିକ ନେତା ସୁପର୍ଣ୍ଣୋ ଶତପଥୀ ଗାନ୍ଧୀଙ୍କ ଛବି ପ୍ରଦର୍ଶନ କରୁଥିବା ରିୱାର୍ଟ ବିୟର କ୍ୟାନ୍ ର ଫଟୋ ସେୟାର କରିବା ପରେ ବିବାଦ ସୃଷ୍ଟି ହୋଇଛି। ଏକ୍ସରେ ଏକ ପୋଷ୍ଟରେ ଶତପଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତକ୍ଷେପ କରି ରୁଷୀୟ କର୍ତ୍ତୃପକ୍ଷଙ୍କ ସହ ଏହି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ @narendramodi ଜୀଙ୍କୁ ମୋର ବିନମ୍ର ଅନୁରୋଧ ଯେ ସେ ତାଙ୍କ ବନ୍ଧୁ @KremlinRussia_E ସହ ଏହି ପ୍ରସଙ୍ଗ ଉଠାଇବେ। ଗାନ୍ଧିଜୀଙ୍କ ନାମରେ ରୁଷିଆର ରିୱାର୍ଟ ବିୟର ବିକ୍ରି କରୁଥିବା ଜଣାପଡ଼ିଛି ବୋଲି…

Read More