Author: TRUPTIMAYEE SAHOO

ରାଜନୀତିରେ କେହି ଚିରସ୍ଥାୟୀ ବନ୍ଧୁ ନୁହନ୍ତି କି କେହି ଚିରସ୍ଥାୟୀ ଶତ୍ରୁ ନୁହନ୍ତି। କିନ୍ତୁ ଯେତେବେଳେ ଜଣେ ବିଶ୍ୱସ୍ତ ସହଯୋଗୀଙ୍କୁ ଦଳ ଉପେକ୍ଷା କରେ, ସେତେବେଳେ ସୃଷ୍ଟି ହୁଏ ‘ବିଦ୍ରୋହ’। ଆମ ଆଦମୀ ପାର୍ଟି (AAP) ର ଚମକଦାର ଚେହେରା ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ା ଏବଂ ଦଳର ଶୀର୍ଷ ନେତୃତ୍ୱ ମଧ୍ୟରେ ଫାଟ ଏବେ ହାଟରେ ପଡ଼ି ବାଟରେ ଗଡ଼ୁଛି। ରାଜ୍ୟସଭାରେ ଦଳର ଉପ-ନେତା ପଦରୁ ରାଘବଙ୍କୁ ହଟାଇବା ପରେ ଆରମ୍ଭ ହୋଇଥିବା ଏହି ‘ଶୀତଳ ଯୁଦ୍ଧ’ ଏବେ ଏକ ନୂଆ ମୋଡ଼ ନେଇଛି। ୧. ପଦଚ୍ୟୁତି ଏବଂ ‘ଧୁରନ୍ଧର’ ପ୍ରତିକ୍ରିୟା ସଂସଦର ଅଧିବେଶନ ପୂର୍ବରୁ ଆମ ଆଦମୀ ପାର୍ଟିର ଏକ ନିଷ୍ପତ୍ତି ସାରା ଦେଶକୁ ଚକିତ କରିଥିଲା। ରାଘବ ଚଢ଼ାଙ୍କ ଭଳି ଜଣେ ପ୍ରଭାବଶାଳୀ ବକ୍ତାଙ୍କୁ ଉପ-ନେତା ପଦରୁ ହଟାଇ ଦଳ କେଉଁ ସଙ୍କେତ ଦେବାକୁ ଚାହୁଁଥିଲା, ତାହା ଏବେ ସ୍ପଷ୍ଟ ହେବାରେ ଲାଗିଛି। ରାଘବ ଏହି…

Read More