Author: TRUPTIMAYEE SAHOO

ଲିକ୍ ହୋଇଛି ‘ଅନୁମାନ ପତ୍ର’ ! ପରୀକ୍ଷା ଆଗରୁ ବାହାରେ ଘୁରି ବୁଲୁଛି ପ୍ରଶ୍ନପତ୍ର । କିଛି ଏଭଳି ଅଭିଯୋଗ ପରେ ‘NEET UG 2026’ ବାତିଲ କରାଯାଇଛି । ଏନେଇ X ରେ NTAର ଜାରି ହୋଇଛି ସଦ୍ୟତମ ବିବୃତ୍ତି । କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକରୁ ମିଳିଥିବା ସୂଚନା ଅନୁଯାୟୀ , ମେ ୩ ତାରିଖରେ ଅନୁଷ୍ଠିତ ପରୀକ୍ଷାର ସଚ୍ଚୋଟତା ବିଷୟରେ ଚିନ୍ତା ଉଠିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୨୨ଲକ୍ଷ ଛାତ୍ରଛାତ୍ରୀ NEET UG 2026 ପାଇଁ ପରୀକ୍ଷା ଦେଇଥିଲେ, ଯାହା ଏହାକୁ ଦେଶର ସବୁଠାରୁ ବଡ଼ ପ୍ରବେଶିକା ପରୀକ୍ଷା ମଧ୍ୟରୁ ଗୋଟିଏ କରିଦେଇଛି, ବର୍ତ୍ତମାନ ଏକ ବଡ଼ ବିଶ୍ୱସନୀୟତା ସଙ୍କଟରେ ଫସି ରହିଛି । ଲକ୍ଷ ଲକ୍ଷ ଛାତ୍ର ପ୍ରଭାବିତ ହେବା ପରେ ବର୍ତ୍ତମାନ ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓ ବ୍ୟବସ୍ଥାରେ ବିଶ୍ୱାସ…

Read More