Author: TRUPTIMAYEE SAHOO

ପୂର୍ବତନ ଭାରତୀୟ ସାମରିକ ଅଧିକାରୀ ମେଜର ଜେନେରାଲ ହର୍ଷ କାକର ପାକିସ୍ତାନର ଛଳନା ଏବଂ ଦୋମୁହାଁ ନୀତି ମୁଖା ଖୋଲିଛନ୍ତି । ଆମେରିକୀୟ ସେନେଟର ଲିଣ୍ଡସେ ଗ୍ରାହାମଙ୍କ ଏକ ପୋଷ୍ଟକୁ ପୁନଃ ପୋଷ୍ଟ କରି ହର୍ଷ କାକର ଲେଖିଛନ୍ତି : “ଏହା ପାକିସ୍ତାନ , ଯିଏକି ସବୁବେଳେ ପିଠିରେ ଛୁରୀ ମାରେ । ମଧ୍ୟସ୍ଥତାର ଭୂମିକା ଗ୍ରହଣ କରିବା ସମୟରେ, ଏହା ନିଜ ମାଟିରେ ଇରାନୀ ଜେଟକୁ ଆଶ୍ରୟ ଦେଇଥିଲା । ମିଛ କହୁଥିବା ପାକିସ୍ତାନ ଉପରେ କେଉଁ ରାଷ୍ଟ୍ର ଭରସା କରିପାରିବ?” ପ୍ରକୃତରେ, ଜେନିଫର ଜ୍ୟାକବସ୍ ଙ୍କ ଏକ ରିପୋର୍ଟକୁ ଉଦ୍ଧୃତ କରି ସେନେଟର ଲିଣ୍ଡସେ ଗ୍ରାହାମ କହିଛନ୍ତି ଯେ ଯଦି ଏହି ରିପୋର୍ଟ ସଠିକ୍ ହୁଏ, ତେବେ ଇରାନ, ଆମେରିକା ଏବଂ ଅନ୍ୟାନ୍ୟ ପକ୍ଷଙ୍କ ମଧ୍ୟରେ ମଧ୍ୟସ୍ଥତା ଭାବରେ ପାକିସ୍ତାନର ଭୂମିକାର ସମ୍ପୂର୍ଣ୍ଣ ପୁନଃମୂଲ୍ୟାୟନ ଆବଶ୍ୟକ ହେବ। “ଇସ୍ରାଏଲ ସମ୍ପର୍କରେ ପାକିସ୍ତାନୀ ପ୍ରତିରକ୍ଷା ଅଧିକାରୀଙ୍କ କିଛି ଅତୀତର ବୟାନକୁ…

Read More