Author: TRUPTIMAYEE SAHOO

ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଜଣେ ସୁପରଷ୍ଟାର୍‌ଙ୍କ ଏଣ୍ଟ୍ରି ରାଜ୍ୟର ଦୁଇଟି ଶକ୍ତିଶାଳୀ ଦଳ ଡିଏମକେ ଏବଂ ଏଆଇଏଡିଏମକେର ୬୦ ବର୍ଷର ସାମ୍ରାଜ୍ୟକୁ ଏକ ପ୍ରକାର ଦୋହଲାଇ ଦେଇଛି। ସେହି ନେତା ଜଣକ ହେଉଛନ୍ତି ଜୋସେଫ୍ ବିଜୟ (Thalapathy Vijay)। ତେବେ ଜଣେ ଅଭିନେତା କିଭଳି ଜନତାଙ୍କ ମନ ଜିତି ମୁଖ୍ୟମନ୍ତ୍ରୀ ଚେୟାର୍ ପର୍ଯ୍ୟନ୍ତ ପହଞ୍ଚିଗଲେ? ଏହା କୌଣସି ଚମତ୍କାର ନା ଏକ ସୁଚିନ୍ତିତ ଯୋଜନା? ଏମିତି ଏକ ରାଜ୍ୟ ଯେଉଁଠାରେ ଲୋକମାନେ ଜଣେ ଅଭିନେତାକୁ ଭଗବାନ ଭାବେ ପୂଜା କରନ୍ତି। ଏମିତି ଏକ ରାଜ୍ୟ ଯେଉଁଠାରେ ଜଣେ ଅଭିନେତାଙ୍କ ପାଇଁ ଲୋକେ ଜୀବନ ଦେଇଦେବାକୁ ପଛାନ୍ତି ନାହିଁ। ଏଭଳି କିଛି ରହିଛି ଦକ୍ଷିଣ ଭାରତର ସବୁଠାରୁ ଶକ୍ତିଶାଳୀ ରାଜ୍ୟ ତାମିଲନାଡୁ ର କଥା। ସେଠାରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି । ୫୧ ବର୍ଷର ଜଣେ ସୁପରଷ୍ଟାର, ଯିଏ କେବେ ସରକାରୀ ଫାଇଲ୍…

Read More