Author: TRUPTIMAYEE SAHOO

ଏଣିକି ‘ପଞ୍ଚସଖା ଶିକ୍ଷା ସେତୁ’ ଅଧ୍ୟକ୍ଷ ରହିବେ ମୁଖ୍ୟ ସଚିବ ମିଳିବ ସର୍ବାଧିକ ୫୦ଲକ୍ଷ ଟଙ୍କା ବଦଳିଲା ‘ମୋ ସ୍କୁଲ ଅଭିଯାନ’ର ନାମ। ଏଣିକି ‘ପଂଚସଖା ଶିକ୍ଷା ସେତୁ’ ନାମରେ ହେବ ପରିଚିତ। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ‘ମୋ ସ୍କୁଲ ଅଭିଯାନ’ର ନାମ ପରିବର୍ତ୍ତନ କରିଛନ୍ତି। ଏଣିକି ଏହା ‘ପଂଚସଖା ଶିକ୍ଷା ସେତୁ’ ନାମରେ ନାମିତ ହେବା ସହ ଏହାର ଅଧ୍ୟକ୍ଷ ଓ ଏକ୍ସ ଅଫିସୋ ଚେୟାରମ୍ୟାନ ଭାବେ ମୁଖ୍ୟ ସଚିବ ରହିବେ। ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନର ସମସ୍ତ ସମ୍ପତ୍ତି, କର୍ମଚାରୀ ଓ ପାଣ୍ଠିକୁ ‘ପଂଚସଖା ଶିକ୍ଷା ସେତୁ ସଂଗଠନ’କୁ ସ୍ଥାନାନ୍ତର ହେବ। ଏହି ଯୋଜନାର ଅନ୍ୟ ସବୁ ସର୍ତ୍ତାବଳୀ ପ୍ରାୟତଃ ସମାନ ଥିଲାବେଳେ ଗୋଟିଏ ସ୍କୁଲକୁ ସର୍ବାଧିକ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ‘ମ୍ୟାଚିଙ୍ଗ ଫଣ୍ଡ’ ରାଜ୍ୟ ସରକାର ଦେବେ। ଏଭଳି କିଛି ପ୍ରାବଧାନ ସହ ସ୍କୁଲଶିକ୍ଷାରେ ସରକାର ଓ ନାଗରିକଙ୍କ ମଧ୍ୟରେ ଭାଗିଦାରୀକୁ…

Read More