Author: TRUPTIMAYEE SAHOO

୩୮ ହଜାର ବ୍ରୁ ରିଆଙ୍ଗଙ୍କ ଜୀବନରେ ଉନ୍ନତି ମୋଦିଙ୍କ ଚୁକ୍ତି ତ୍ରିପୁରାରେ ଶାନ୍ତି ଆଣିଛି ଆଜି ୮୫% ଲୋକଙ୍କୁ ମିଳୁଛି ଟ୍ୟାପ ଜଳ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ତ୍ରିପୁରାରେ ଢଳାଇଠାରେ ପ୍ରାୟ ୬୬୮ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଶ୍ରୀ ଶାହ ଢଳାଇସ୍ଥିତ ହାଡୁକଲାଉ ପାରା ବ୍ରୁ ଥଇଥାନ କଲୋନୀ ପରିଦର୍ଶନ କରି ବ୍ରୁ ରିଆଙ୍ଗ ସଂପ୍ରଦାୟର ଲୋକମାନଙ୍କୁ ଭେଟିଥିଲେ ଓ ସେମାନଙ୍କ ଘରକୁ ଯାଇ ସାକ୍ଷାତ କରିଥିଲେ । ଏହି ଅବସରରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର (ଡ. ) ମାଣିକ ସାହା, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ ଏବଂ ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋ ବିପିଆରଏଣ୍ଡଡିର ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ। ନିଜ ଅଭିଭାଷଣରେ ଗୃହମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୩୮,୦୦୦ ବ୍ରୁ…

Read More