Author: TRUPTIMAYEE SAHOO

ମୋଦିଙ୍କ ହୃଦୟରେ ଅଛନ୍ତି ମଧ୍ୟବିତ୍ତ ବର୍ଗ; ଶାହ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥମନ୍ତ୍ରୀ ବସିଥିବା ଟେବୁଲ ପାଖକୁ ଯାଇଥିଲେ। ସୀତାରମଣଙ୍କୁ ଭଲ ବଜେଟ୍ ଉପସ୍ଥାପନ କରିଥିବାରୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ଆୟକର ସ୍ଲାବ: ପ୍ରଧାନମନ୍ତ୍ରୀ ମୋଦିଙ୍କ ହୃଦୟରେ ସବୁବେଳେ ମଧ୍ୟବିତ୍ତ ବର୍ଗ ଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଥିବା ଟିକସଦାତାଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ। ପ୍ରସ୍ତାବିତ ଟିକସ ଛାଡ଼ ମଧ୍ୟବିତ୍ତଙ୍କ ଆର୍ଥିକ ଉନ୍ନତି ରେ ସହାୟକ ହେବ। ଏହି ଅବସରରେ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଉଛି। ବଜେଟ୍ ଲାଇଭ୍ : କେବଳ ସମାଲୋଚନା ପାଇଁ ବିରୋଧୀ କୌଣସି ସାମଗ୍ରିକ ଆଭିମୁଖ୍ୟ ଉପରେ…

Read More