Author: TRUPTIMAYEE SAHOO

ଗ୍ରାମୀଣ ସମୃଦ୍ଧି ଓ ସ୍ଥିରତା  ସୃଷ୍ଟି ହେବ ବଜେଟ-୨୦୨୫ରେ ଅଭିବୃଦ୍ଧି ଓ ଉତ୍ପାଦକତା ବୃଦ୍ଧି କରି ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଏବଂ ନୀତି ଘୋଷଣା କରାଯାଇଛି। ଯାହା ଦ୍ୱାରା ଗ୍ରାମୀଣ ସମୃଦ୍ଧି ଏବଂ ସ୍ଥିରତା ସୃଷ୍ଟି ହେବ । ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣଙ୍କ ଅନ୍ୟତମ ପ୍ରମୁଖ ଘୋଷଣା ହେଲା ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ର ପ୍ରଚଳନ। ଯାହାର ଉଦ୍ଦେଶ୍ୟ ହେଉଛି କୃଷିର ବିକାଶ, ଫସଲ ବିବିଧତା ଏବଂ ସ୍ଥାୟୀ କୃଷି ପଦ୍ଧତିଗ୍ରହଣ କରିବା। ଏହି କାର୍ଯ୍ୟକ୍ରମ ଦ୍ୱାରା କମ୍ ଉତ୍ପାଦକତା ଥିବା ୧୦୦ ଟି ଜିଲ୍ଲାର ୧.୭ କୋଟି କୃଷକ ଉପକୃତ ହେବେ ବୋଲି ଆଶା କରାଯାଉଛି । କୃଷିକ୍ଷେତ୍ରରେ ଅଳ୍ପ ନିଯୁକ୍ତି ସମସ୍ୟାର ସମାଧାନ ପାଇଁ ସରକାର ‘ଗ୍ରାମୀଣ ସମୃଦ୍ଧି ଓ ସ୍ଥିରତା’ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଏହାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଗ୍ରାମୀଣ ମହିଳା…

Read More