Author: TRUPTIMAYEE SAHOO

Tribal : ମାଲକାନଗିରିରେ ୨୦୨୩-୨୪ ରେ ମାତ୍ର ୧୦ଟି ସି-ସେକ୍ସନ ପ୍ରସବ ହୋଇଥିବା ବେଳେ ୨୦୨୨-୨୩ରେ ୧୧ଟି ଏବଂ ୨୦୨୪-୨୫ରେ ୯ଟି ସି-ସେକ୍ସନ୍ ପ୍ରସବ ହୋଇଛି। ରାଜ୍ୟରେ ବଢ଼ୁଥିବା ସିଜେରିଆନ୍ ସେକ୍ସନ୍ (ସି-ସେକ୍ସନ୍) ପ୍ରସବକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଅସ୍ତ୍ରୋପଚାର ମାଧ୍ୟମରେ ସନ୍ତାନ ପ୍ରସବ ପ୍ରତି ତୀବ୍ର ବିରୋଧ ପ୍ରକାଶ ପାଇବାରେ ଲାଗିଛି। ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, ମୟୂରଭଞ୍ଜ, ଦେବଗଡ଼, ବୌଦ୍ଧ ଓ ଗଜପତି ଆଦି ଆଦିବାସୀ ଜିଲ୍ଲାରେ ସି-ସେକ୍ସନ୍ ପ୍ରସବ ସଂଖ୍ୟା ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ କମ୍। ମାଲକାନଗିରିରେ ୨୦୨୩-୨୪ ନୀତି ବର୍ଷରେ (ସ୍ୱାସ୍ଥ୍ୟ ବୀମା ନବୀକରଣ କ୍ୟାଲେଣ୍ଡର ଆଧାରରେ) ମାତ୍ର ୧୦ଟି ସି-ସେକ୍ସନ୍ ପ୍ରସବ ହୋଇଥିବା ବେଳେ ୨୦୨୨-୨୩ରେ ୧୧ଟି ଏବଂ ୨୦୨୪-୨୫ରେ ୯ଟି ସି-ସେକ୍ସନ୍ ପ୍ରସବ ହୋଇଛି। ଗତ ଦୁଇ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୮୩…

Read More