Author: TRUPTIMAYEE SAHOO

ଶିବସେନା (UBT)ର ଜଣେ ପ୍ରମୁଖ ମହିଳା ନେତ୍ରୀ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରିଛନ୍ତି । ଏକ ବ୍ୟଙ୍ଗାତ୍ମକ ପରିହାସରେ ସେ ନିର୍ମଳା ସୀତାରମଣଙ୍କୁ ପଚାରିଛନ୍ତି ଯେ , “ଯେତେବେଳେ ଡଲାର ମଜବୁତ ହେଉଥିଲା, ସେୟାର ବଜାର କ୍ରାସ୍ ହେଉଥିଲା, ଏବଂ FDI ଏବଂ FII ପ୍ରବାହ ଉଭୟ ଲୋପ ପାଇଯାଇଥିଲା, ସେତେବେଳେ ସେ କେଉଁଠି ଥିଲେ”?’ ପ୍ରିୟଙ୍କା ଚତୁର୍ବେଦୀ କ’ଣ କହିଥିଲେ ? Hallelujah! Our FinMin is back! Nation wanted to know where Mam was when Dollar became stronger ( note I didn’t say rupee became weak), when FDIs and FIIs disappeared, when stock market crashed and gold/silver became taboo. https://t.co/I91P2SBPs2 — Priyanka Chaturvedi🇮🇳 (@priyankac19) May 19, 2026 “ଆମର ଅର୍ଥମନ୍ତ୍ରୀ…

Read More