Author: TRUPTIMAYEE SAHOO

ମଧ୍ୟ-ପୂର୍ବରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି । ଏବେ ଆମେରିକା ମଧ୍ୟ ଖୋଲାଖୋଲି ମୈଦାନକୁ ଓହ୍ଲାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖୋମୈନେଇଙ୍କୁ ଧମକ ଦେଇ ‘ଅନକଣ୍ଡିଶନାଲ ସରେଣ୍ଡର’ ଅର୍ଥାତ୍ ବିନା ସର୍ତରେ ଆତ୍ମସମର୍ପଣ କରିବାକୁ ଦାବି କରିଛନ୍ତି । ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ଆମେରିକୀୟ ନାଗରିକ କିମ୍ବା ସୈନିକମାନଙ୍କ ଉପରେ ଆକ୍ରମଣ କରେ, ତାହାର ଜବାବ ‘ବିନା କୌଣସି ରୋକଟୋକ’ରେ ଦିଆଯିବ । କିନ୍ତୁ ଏହି ଅନକଣ୍ଡିଶନାଲ ସରେଣ୍ଡର କ’ଣ ? ଏବଂ ଯଦି ଖୋମୈନେଇ ଏହା ନ ମାନନ୍ତି, ତାହାଲେ କ’ଣ ସତରେ ତାଙ୍କର ପରିଣାମ ସଦ୍ଦାମ ହୁସେନ କିମ୍ବା ଗଦ୍ଦାଫୀଙ୍କ ପରି ହେବ? ଟ୍ରମ୍ପଙ୍କ ଅଲଟିମେଟମ: ‘ଆମେ ଖାମେନେଇଙ୍କ ଠିକଣା ଜାଣୁ,କିନ୍ତୁ ଏବେ ମାରିବୁ ନାହିଁ… ’ ଟ୍ରୁଥ ସୋସିଆଲରେ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି, ‘ଆମେ ଠିକ ଜାଣୁ ଯେ…

Read More