Author: TRUPTIMAYEE SAHOO

ମୋଗଲମାନଙ୍କ ଇତିହାସ କେତେବେଳେ ଚକିତ ତ କରାଏ ତ କେତେବେଳେ ଦୁଃଖଦାୟକ କାହାଣୀ କୁହେ । ଏହି କାହାଣୀଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଶାହଜାହାନ ଓ ମୁମତାଜ ମହଲଙ୍କ କାହାଣୀ । ଏକପକ୍ଷରେ ମୁମତାଜଙ୍କ ପ୍ରେମରେ ବନ୍ଦୀ ଶାହଜାହାନ ତାଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ, ଅନ୍ୟପଟେ ମୋଗଲ ବାଦଶାହଙ୍କ ଏହି ପ୍ରିୟ ବେଗମ ଅସୀମ ଯନ୍ତ୍ରଣା ସହି ଏହି ଦୁନିଆକୁ ବିଦାୟ ଦେଇଥିଲେ । ତାରିଖ ଥିଲା ୧୭ ଜୁନ ୧୬୩୧ ମୁମତାଜ ମହଲ ମୋଟ ୧୪ଟି ସନ୍ତାନକୁ ଜନ୍ମ ଦେଇଥିଲେ । ଆସନ୍ତୁ ଜାଣିବା ତାଙ୍କ ମୃତ୍ୟୁ ପରେ ଏହି ସନ୍ତାନମାନଙ୍କର କ’ଣ ହେଲା ଏବଂ ଔରଙ୍ଗଜେବ କେତେଜଣଙ୍କୁ ହତ୍ୟା କରିଥିଲେ । ୧୭ ମେ ୧୬୧୨ରେ ଶାହଜାହାନ ମୁମତାଜ ମହଲଙ୍କୁ ବିବାହ କରିଥିଲେ। ଏହାପରେ ୧୯ ବର୍ଷର ବୈବାହିକ ଜୀବନରେ ମୁମତାଜ ମହଲ ଅନେକବାର ଗର୍ଭବତୀ ହୋଇଥିଲେ ଏବଂ ୧୪ଟି ସନ୍ତାନକୁ ଜନ୍ମ ଦେଇଥିଲେ । ବିବାହ…

Read More