Author: TRUPTIMAYEE SAHOO

ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ ।  ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିବା ପାଇଁ ଯୋଗ କରିବା ନିହାତି ଆବଶ୍ୟକ । ଆପଣ ଯଦି ସୁସ୍ଥ ରହିବା ସହ ନିଜକୁ ଫିଟ୍ ରଖିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କିଛି ମିନିଟ୍ ଯୋଗ କରନ୍ତୁ । ଏହା ଆପଣଙ୍କୁ ଚାପ ହ୍ରାସ କରିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରବ ।  ଉତ୍ତମ ସ୍ୱାସ୍ଥ୍ୟ ପାଇଁ  କିଛି ସହଜ ଯୋଗ ଆସନ କରନ୍ତୁ । ୧. ବାଲାସନ (ପିଲାମାନଙ୍କ ପୋଜ୍) ଉଦ୍ଦେଶ୍ୟ: ଗଭୀର ଆରାମ, ମାନସିକ ଶାନ୍ତି।  ଏହା କିପରି କରିବେ: ଆପଣଙ୍କର ଗୋଡ଼ ବଡ଼ ଆଙ୍ଗୁଠିକୁ ଯୋଡ଼ି ରଖନ୍ତୁ ଏବଂ  ଆପଣଙ୍କ ଗୋଇଠି ଉପରେ ପଛକୁ ବସାନ୍ତୁ । ଆପଣଙ୍କ ହାତ ଆଗକୁ ବଢ଼ାନ୍ତୁ ଏବଂ ଆପଣଙ୍କ କପାଳକୁ ମାଟି ଉପରେ ରଖନ୍ତୁ । ଗଭୀର ନିଶ୍ୱାସ ନିଅନ୍ତୁ,…

Read More