Author: TRUPTIMAYEE SAHOO

ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ ।  ଏହି ଦିନଟି ୨୦୧୪ରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଆନୁଷ୍ଠାନିକ ଭାବରେ ସ୍ୱୀକୃତି ପାଇବା ପରଠାରୁ ପାଳନ କରାଯାଉଛି । ୨୦୨୫ ରେ ଏହା ୧୧ତମ ବାର୍ଷିକୀ ପାଳନ କରିବ । ୨୦୨୫ ରେ ଏହି ଦିବସ ପାଳନ ପୂର୍ବ ଅପେକ୍ଷା ଅଧିକ ବ୍ୟାପକ ହେବ । ସାରା ଭାରତରେ ୧0ଟି ପ୍ରମୁଖ କାର୍ଯ୍ୟକ୍ରମ ସହିତ  ‘ଯୋଗ ସଙ୍ଗମ’ ଦ୍ୱାରା ପରିଚାଳିତ ୧,00,000 ସ୍ଥାନରେ ସାମୂହିକ ପ୍ରଦର୍ଶନ କରାଯିବ । ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ : ଯୋଗ ବନ୍ଧନ , ଯୋଗ ପାର୍କ , ଯୋଗ ଅନ୍ତର୍ଭୁକ୍ତିକରଣ , ଯୋଗ ପ୍ରଭାବ , ଯୋଗ ସଂଯୋଗ ,ସବୁଜ ଯୋଗ , ଯୋଗ ଅନପ୍ଲଗ୍ଡ , ଯୋଗ ମହାକୁମ୍ଭ  କରାଯିବ । ଅନ୍ତର୍ଜାତୀୟ ଯୋଗ ଦିବସର ଉତ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୪ରେ ମିଳିତ ଜାତିସଂଘରେ…

Read More