Author: TRUPTIMAYEE SAHOO

ଟ୍ରେନରେ ଅଗ୍ନିକାଣ୍ଡ ସହିତ ଜଡିତ ସାମ୍ପ୍ରତିକ ଘଟଣାଗୁଡ଼ିକୁ ଦୃଷ୍ଟିରେ ରଖି, ରେଳବାଇ ଆଶଙ୍କା ପ୍ରକାଶ କରିଛି ଯେ , ଏହି ଅଗ୍ନିକାଣ୍ଡଗୁଡ଼ିକ ଅତ୍ୟଧିକ ଗରମ କିମ୍ବା ବୈଷୟିକ ତ୍ରୁଟି ଯୋଗୁଁ ନୁହେଁ, ବରଂ କିଛି ଅଶାଳୀନ ତତ୍ତ୍ୱ ଦ୍ୱାରା ଜାଣିଶୁଣି ଲଗାଯାଇଥିଲା । ରେଳବାଇ କହିଛି ଯେ ଗତ କିଛି ଦିନ ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିବା ସମସ୍ତ ଟ୍ରେନ କୋଚ ଗୁଡ଼ିକର ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ଭାବରେ ସୂଚିତ ହୋଇଛି ଯେ , ଅଗ୍ନିକାଣ୍ଡଗୁଡ଼ିକ ସ୍ୱତଃସ୍ଫୂର୍ତ୍ତ ଭାବରେ ଘଟିନାହିଁ ବରଂ ଉଦ୍ଦେଶ୍ୟମୂଳକ ଭାବରେ ଲଗାଯାଇଥିଲା । ପ୍ରତ୍ୟେକ ଘଟଣାର ବର୍ତ୍ତମାନ ସର୍ବାଧିକ ଗମ୍ଭୀରତାର ସହିତ ତଦନ୍ତ କରାଯାଉଛି। ବିଷୟବସ୍ତୁ ଉପରେ ରେଳବାଇର ମତ ରେଳବାଇ ଦାବି କରିଛି ଯେ ବିଭିନ୍ନ ଟ୍ରେନରେ ଘଟିଥିବା ସମସ୍ତ ସମ୍ପ୍ରତି ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରାଯାଇଛି । ଏହି ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ , ଅଗ୍ନିକାଣ୍ଡ କୋଚ ଭିତରେ ସର୍ଟ ସର୍କିଟ କିମ୍ବା…

Read More