Author: TRUPTIMAYEE SAHOO

ନିଜର ନୂତନ ପୁସ୍ତକ, ‘ସମ୍ବିଧାନ ହେଉଛି ମୋର ଘର’ ରେ, ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ ଲେଖିଛନ୍ତି ଯେ ନାଗରିକ ସମାଜ ପ୍ରତିଷ୍ଠାନଗୁଡ଼ିକୁ ଉତ୍ପୀଡ଼ନରୁ ରକ୍ଷା କରିବାରେ ନ୍ୟାୟପାଳିକାର ବିଫଳତା ଏହାର “ସବୁଠାରୁ ବଡ଼ ବିଫଳତା” । ସେ ଅଭିଯୋଗ କରିଛନ୍ତି ଯେ ‘ରାଜନୈତିକ ବିରୋଧୀ, ସାମାଜିକ କର୍ମୀ ଏବଂ ମାନବାଧିକାର ରକ୍ଷାକାରୀଙ୍କୁ ଫୌଜଦାରୀ ଆଇନ ବ୍ୟବହାର କରି ଯୋଜନାବଦ୍ଧ ଭାବରେ ଟାର୍ଗେଟ କରାଯାଉଛି।’ ପୁସ୍ତକଟି କେବେ ଉନ୍ମୋଚିତ ହୋଇଥିଲା ? ବୁଧବାର ଦିନ ପୁସ୍ତକଟି ପ୍ରକାଶିତ ହୋଇଥିଲା । ଏଥିରେ, ଲେଖକ ; ନାଗରିକ ସମାଜ ପ୍ରତିଷ୍ଠାନଗୁଡ଼ିକୁ ଅଭିବ୍ୟକ୍ତି ସ୍ୱାଧୀନତା ଏବଂ ମୌଳିକ ଅଧିକାରର “ଏକମାତ୍ର ରକ୍ଷକ” ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ତଦନ୍ତ, ବିଦେଶୀ ଅବଦାନ (ନିୟନ୍ତ୍ରଣ) ଆଇନ (FCRA) ଲାଇସେନ୍ସ ବାତିଲ ଏବଂ ଆୟକର ବିଭାଗ ଦ୍ୱାରା ଚଢାଉ ଭଳି କାର୍ଯ୍ୟ ମାଧ୍ୟମରେ ସାଧାରଣ ନାଗରିକ…

Read More