Author: TRUPTIMAYEE SAHOO

ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ତାତି ଏବେ ସାରା ବିଶ୍ୱକୁ ଭୋଗିବାକୁ ପଡ଼ିବ । ଇରାନର ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ଆମେରିକାର ଭୀଷଣ ଆକ୍ରମଣ ପରେ ଇସ୍ଲାମିକ ଗଣତନ୍ତ୍ର ହୋର୍ମୁଜ ଷ୍ଟ୍ରେଟକୁ ବନ୍ଦ କରିବାର ଧମକ ଦେଇଛି। ହୋର୍ମୁଜ ଷ୍ଟ୍ରେଟ ପାରସ୍ୟ ଉପସାଗରକୁ ଆରବ ସାଗର ଓ ଭାରତ ମହାସାଗର ସହ ସଂଯୋଗ କରେ । ଏହା ବିଶ୍ୱ ତୈଳ ବ୍ୟବସାୟର ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ । ଏହି ଷ୍ଟ୍ରେଟ ଦେଇ ବିଶ୍ୱର ୨୦ ପ୍ରତିଶତ ତୈଳ ଓ ୨୫ ପ୍ରତିଶତ ପ୍ରାକୃତିକ ଗ୍ୟାସ ପରିବହନ ହୁଏ । ଏହି ମାର୍ଗ ଦେଇ ଭାରତ ମଧ୍ୟ ପ୍ରତିଦିନ ପ୍ରାୟ ୨୦ ଲକ୍ଷ ବ୍ୟାରେଲ ଅଶୌଧିତ ତୈଳ ଆମଦାନୀ କରେ । ଇରାନର ଏହି ଷ୍ଟ୍ରେଟ ବନ୍ଦ କରିବା ଧମକ ଭାରତ ସମେତ ଅନେକ ଦେଶରେ ଚିନ୍ତା ବଢ଼ାଇଛି। କିନ୍ତୁ ଏହି ଧମକ କ’ଣ ପ୍ରକୃତରେ ଭାରତର ଶକ୍ତି ସୁରକ୍ଷାକୁ…

Read More