Author: TRUPTIMAYEE SAHOO

ଓଡ଼ିଶା ଭିଜନ ୨୦୪୭ ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ବିସ୍ତୃତ ଦୀର୍ଘକାଳୀନ ବିକାଶ ଯୋଜନା, ଯାହା ୨୦୪୭ ସୁଦ୍ଧା ବିକଶିତ ଭାରତର ଜାତୀୟ ଲକ୍ଷ୍ୟ ସହିତ ମେଳ ଖାଇବା ପାଇଁ ପରିକଳ୍ପନା କରାଯାଇଛି । ଭାରତ ସ୍ୱାଧୀନତା ହାସଲ କରିବାର ଏକ ଶତାବ୍ଦୀ ସହିତ ଏହି ଦଲିଲକୁ ଯୋଡ଼ା ଯାଇଛି । ଏହି ପଦକ୍ଷେପ ଓଡ଼ିଶା ଭିଜନ ୨୦୩୬ ଦ୍ୱାରା ସ୍ଥାପିତ ମୂଳଦୁଆ ଉପରେ ଆଧାରିତ, ଯାହା ରାଜ୍ୟର ଶତବାର୍ଷିକୀ ସହିତ ମେଳ ଖାଉଛି । ୨୦୪୭ ସୁଦ୍ଧା ଓଡ଼ିଶାକୁ ୧.୫ ଲକ୍ଷ କୋଟି ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା ଏବଂ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା ସହିତ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରକ୍ଷା ଯାଇଛି ଯାହାଦ୍ୱାରା ଓଡିଶା ଭାରତର ଜିଡିପିରେ ୫ ପ୍ରତିଶତ ଯୋଗଦାନ କରି ପାରିବ। ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ‘୩୬ ଫର୍…

Read More