Author: TRUPTIMAYEE SAHOO

ରାହୁଲ ହିମନ୍ତଙ୍କୁ ଗୁରୁତ୍ୱ ଦେଉନଥିଲେ ଏବଂ ଏହା ହିମନ୍ତଙ୍କୁ ପସନ୍ଦ ହେଉନଥିଲା । ୨୦୧୬ରେ ଏକ ସାକ୍ଷାତକାରରେ ହିମନ୍ତ କଂଗ୍ରେସର ହାରର କାରଣ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ କଂଗ୍ରେସକୁ ଏହା ସ୍ୱୀକାର କରିବାକୁ ହେବ ଯେ ଯେପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ନିଜକୁ ବଦଳାଇ ନାହାନ୍ତି, ଏକ ପ୍ରମୁଖ ବିରୋଧୀ ଦଳ ରୂପେ ମଧ୍ୟ ତାର କୌଣସି ଭବିଷ୍ୟତ ନାହିଁ । ହିମନ୍ତ କହିଥିଲେ, ରାହୁଲ ବହୁତ ଅହଂକାରୀ । ଯେତେବେଳେ ଆପଣ ତାଙ୍କୁ ଭେଟିବାକୁ ଯାଆନ୍ତି, ତାହା ଏକ ନୌକର-ମାଲିକ ସମ୍ପର୍କ ପରି ହୁଏ ଯାହା ଘୃଣ୍ୟ । ସେ ବ୍ୟଙ୍ଗ କରି କହିଥିଲେ ଯେ ଏହା ତାଙ୍କୁ ବଦଳାଇବାକୁ ହେବ, ନଚେତ କଂଗ୍ରେସକୁ ତାଙ୍କୁ ବଦଳାଇବାକୁ ହେବ । ହିମନ୍ତ ବିଜେପିରେ ଯୋଗ ଦେବା ପୂର୍ବରୁ ରାହୁଲଙ୍କ ସହ ଏକ ବୈଠକର କାଥା ମଧ୍ୟ ଉଲ୍ଲେଖ କରିଥିଲେ । ସେତେବେଳେ କଂଗ୍ରେସରେ ଥାଇ ହିମନ୍ତ, ଦଳୀୟ…

Read More