Author: TRUPTIMAYEE SAHOO

ମୋହିତ ସୁରିଙ୍କ ଫିଲ୍ମ “ସାୟାରା”କୁ ନେଇ ଏବେ ଖୁବ ଚର୍ଚ୍ଚା । ଏହି ଫିଲ୍ମରେ ଡେବ୍ୟୁଟ୍ ଆହାନ୍ ପାଣ୍ଡେ ଏବଂ ଅନୀତ ପାଡ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହାର ଆକର୍ଷଣୀୟ କାହାଣୀଠାରୁ ଆରମ୍ଭ କରି ଡେବ୍ୟୁଟ୍ କଳାକାରଙ୍କ ନିଖୁଣ ଅଭିନୟ ପର୍ଯ୍ୟନ୍ତ, ଦର୍ଶକ ଏବଂ ସେଲିବ୍ରିଟିମାନେ ସୁରିଙ୍କ ରୋମାଣ୍ଟିକ କାହାଣୀରେ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି । ଏହି ଫିଲ୍ମ ପ୍ରଥମ ଦିନର ବକ୍ସ ଅଫିସରେ ୨୧ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ , ଦ୍ୱିତୀୟ ଦିନ ଏହା ୨୪ କୋଟି ଟଙ୍କା ରୋଜଗାର କରିଥିଲା । “ସାୟାରା”ର ମୋଟ ଦୁଇ ଦିନିଆ ସଂଗ୍ରହ ୪୫ କୋଟି ଟଙ୍କା ଥିଲା ।  ସାୟାରା ପୂର୍ବରୁ ଅନେକ ସିନେମାର କଲେକ୍ସନକୁ ପଛରେ ପକାଇ ଦେଇଛି ଏବଂ ନୂତନ ରେକର୍ଡ କରିବାକୁ ଯାଉଛି । ଡେବ୍ୟୁଟ୍ ଅଭିନେତାଙ୍କ ଅଭିନୟରେ ଦର୍ଶକମାନେ ବିସ୍ମିତ ହେଉଥିବା ପରି ମନେ ହେଉଛି । ଏହାକୁ ନେଇ…

Read More