Author: TRUPTIMAYEE SAHOO

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ସବୁଠାରୁ ପବିତ୍ର ମାସ ଭାବରେ ବିବେଚନା କରାଯାଏ । ଏହି ମାସରେ କାଉଡ଼ିଆମାନେ ଭଗବାନ ଶିବଙ୍କ ଉପରେ ଜଳାଭିଷେକ ନିମନ୍ତେ କାଉଡ଼ି ଯାତ୍ରା କରିଥାଆନ୍ତି। ବିଗତ ବର୍ଷ ମାନଙ୍କରେ କାଉଡ଼ି ଯାତ୍ରାରେ ଯାଉଥ‌ିବା ମହିଳାମାନେ ସୁରକ୍ଷିତ ମହାଦେବଙ୍କ ଉପରେ ଜଳାର୍ପଣ କରି ଆସିଛନ୍ତି। ମାତ୍ର ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ମହିଳା ହିଂସା, ଦୁଷ୍କର୍ମ, ଗଣଦୁଷ୍କର୍ମ ବଢ଼ି ଚାଲିଥିବାବେଳେ ରାସ୍ତାରେ ପାଣିଭାର ନେଇ ଯାଉଥ‌ିବା ମହିଳା କାଉଡ଼ିଆମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଗତ କିଛି ମାସରେ ଘଟିଥିବା ଘଟଣାକ୍ରମକୁ ଦେଖୁଲେ ମହିଳା କାଉଡ଼ିଆମାନେ ଭୟଙ୍କର ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ରାସ୍ତାରେ ଆଲୋକ ଓ ପାଟ୍ରୋଲିଂର ଅଭାବ ପାଦେପାଦେ ଅଘଟଣ ଘଟିବାର ଆଶଙ୍କା ସୃଷ୍ଟି କରିଛି । ଅସୁରକ୍ଷିତ ସଡ଼କରେ ସେମାନେ କେବଳ ଭାଗ୍ୟକୁ ଆଦରି ଚାଲିଛନ୍ତି । ଗୋପାଳପୁର ଗଣ ବାଲେଶ୍ୱର ଏଫ୍ଏମ ଆତ୍ମହତ୍ୟା ଏବଂ ବଳଙ୍ଗ। ପୋଡ଼ିଦେବା ଘଟଣା ହିଂସା…

Read More