Author: TRUPTIMAYEE SAHOO

କଂଗ୍ରେସ ଏବେ କରିବ କଣ ? ବିଭିନ୍ନ ସମୟରେ ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ସରକାରଙ୍କୁ ରଖେଇ ଥୋଇ ଦେଉନଥିବା ବେଳେ ଏବେ କଂଗ୍ରେସ ସଭାପତି ଉଦିତ ପ୍ରଧାନ ବଳାତ୍କାର ମାମଲାରେ ଗିରଫ ହେବା ପରେ କଂଗ୍ରେସ ନାକରେ ପାଣି ପଶିଯାଇଛି । କଂଗ୍ରେସ ଆଉ କରିବା କଣ ? ପୂର୍ବରୁ କଂଗ୍ରେସ ନାରିସୁରକ୍ଷାକୁ ପ୍ରସଙ୍ଗକରି ବିଧାନସଭାରେ ସ୍ୱର ଉତଳନ କରିଥିବବା ବେଳେ ବିଧାନସଭାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବା ପରେ ପରେ କଂଗ୍ରେସ ବରିଷ୍ଠ ନେତା ରାତି ସାରା ରାଜରାସ୍ତାରେ ବସିବା କଂଗ୍ରେସ ବିଧାୟକମାନେ ବିଧାନସଭାରେ ନ୍ୟାୟ ମାଗିବା ଭଳି ଅନେକ ଦୃଶ୍ୟ ନଜରିରେ ରହିଛି । ଏହା ଛଡା ନିକଟରେ ବାଲେଶ୍ୱର ଏଫଏମ ଛାତ୍ରୀ ସୈାମ୍ୟଶ୍ରୀଙ୍କ ପାଇଁ ସରକାରଙ୍କୁ ଘେରିବା  କିଏ ନଦେଖିଛି । କିନ୍ତୁ ଏବେ କଂଗ୍ରେସ କଣ କରିବା କାହାକୁ କହିବ । ଆଜି ବଳାତ୍କାର ଅଭିଯୋଗରେ କଂଗ୍ରେସ ସଭାପିତି ଉଦିତ ପ୍ରଧାନ ଗିରଫ ହୋଇଛନ୍ତି…

Read More