Author: TRUPTIMAYEE SAHOO

ରାଜ୍ୟରେ ଛାତ୍ରୀ ନିର୍ଯାତନା ଜନିତ ଆତ୍ମହତ୍ୟାର ମୂଳଦୁଆ ପକାଇଥିବା ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ କିଟ୍ ବିଶ୍ୱବିଦ୍ୟାଳୟ ଏବେ ଅଡ଼ୁଆରେ ପଡ଼ିଛି । କାରଣ କିଟ୍ ର ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ଏନଏଚ୍ଆରସି ଓ ୟୁଜିସି ପକ୍ଷରୁ ଏବେ ଷଣ୍ଢୁଆସି ଆକ୍ରମଣ ହୋଇଛି । ୟୁଜିସି ତାର ରିପୋର୍ଟରେ କିଟ୍ ଠାରୁ ଜବାବ ମାଗିଥିବା ବେଳେ ଆଗାମୀ ଦିନରେ ତାର ମାନ୍ୟତା ପ୍ରତ୍ୟାହାର ପାଇଁ ଧମକ ଦେଇଛି । ଗତ ସପ୍ତାହରେ ଏହି ଧମକ ପାଇବା ପରେ କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ ସସ୍ଥାଂର କର୍ମଚାରୀମାନେ ଏବେ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହାୟତା ପାଇବା ପାଇଁ ତାଙ୍କର ଗୁଣଗାନ କରିବାରେ ଲାଗିଛନ୍ତି । ଏହା କରିବା ପଛରେ ଯେଉଁ କାରଣଟି ଚର୍ଚ୍ଚା ହେଉଛି ତାହା ହେଲା ଏବେ ୟୁଜିସି ଓଡ଼ିଶାର ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରଶିକ୍ଷାମନ୍ତ୍ରୀ…

Read More