Author: TRUPTIMAYEE SAHOO

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଚାରି ଦିନିଆ ବିଦେଶ ଯାତ୍ରାରେ ଅଛନ୍ତି । ବ୍ରିଟେନ ପରେ ତାଙ୍କ ଯାତ୍ରାର ପରବର୍ତୀ ଗନ୍ତବ୍ୟ ହେଉଛି ମାଲଦ୍ୱୀପ । ପ୍ରଧାନମନ୍ତ୍ରୀ ମୋଦୀ ମାଲଦ୍ୱୀପର ରାଷ୍ଟ୍ରପତି ଡକ୍ଟର ମୋହମ୍ମଦ ମୁଇଜୁଙ୍କ ଆମନ୍ତ୍ରଣରେ ଜୁଲାଇ ୨୫ ଓ ୨୬ ତାରିଖରେ ଏହି ଦେଶର ଗସ୍ତରେ ରହିବେ । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ମାଲଦ୍ୱୀପର ତୃତୀୟ ଯାତ୍ରା । ମାଲଦ୍ୱୀପ ଭାରତୀୟମାନଙ୍କୁ ସବୁବେଳେ ଆକର୍ଷିତ କରିଆସିଛି । ପ୍ରତିବର୍ଷ ବହୁ ସଂଖ୍ୟାରେ ଭାରତୀୟ ଏଠାକୁ ପର୍ଯ୍ୟଟନ ପାଇଁ ଆସନ୍ତି । ୨୦୨୩ ମସିହାରେ ୨ ଲକ୍ଷ ଭାରତୀୟ ଏଠାକୁ ପର୍ଯ୍ୟଟନ ପାଇଁ ଆସିଥିଲେ, କିନ୍ତୁ ୨୦୨୪ ମସିହାରେ ଭାରତ ଓ ମାଲଦ୍ୱୀପ ମଧ୍ୟରେ ସମ୍ପର୍କରେ ତିକ୍ତତା ଓ ବର୍ଜନ ଅଭିଯାନ ଯୋଗୁଁ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇ ୧.୩୦ ଲକ୍ଷକୁ ଖସି ଆସିଥିଲା । ଭାରତୀୟମାନେ ଏଠାକୁ ଆସି ଖୋଲା ହୃଦୟରେ ଖର୍ଚ୍ଚ କରନ୍ତି । ଏହି ଅବସରରେ…

Read More