Author: TRUPTIMAYEE SAHOO

ରାଜ୍ୟରେ ବିଗତ  ଦିନରେ ଭିଜିଲାନ୍ସ ଦ୍ୱାରା ଆୟ ବହିର୍ଭୂତ ସଂପତ୍ତି ଜବତ ହୋଇଥିବା ଖବର ଆପଣଙ୍କ ନଜରରେ ପଡିଥିବ କିନ୍ତୁ ଏହି ସମ୍ପତ୍ତି ଠୁଳ ହେଲା ପରେ ଏହାକୁ କିଏ ନିଏ ବା କେଉଁଠାକୁ ଏତେ ସମ୍ପତ୍ତି ଯାଏ ଆପଣ ଜଣନ୍ତି କି ? ଏହି ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ଉଙ୍କି ମାରେ । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢ଼ଉ କରୁଛି ଭିଜିଲାନ୍ସ । ଜବତ ହେଉଛି କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି । ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି, ଏସବୁ ସମ୍ପତ୍ତି ହୁଏ କ’ଣ ?  ଟଙ୍କା, ସୁନା ଅଳଙ୍କାର ରଖିଯାଏ କେଉଁଠି ?  ଜବତ ହୋଇଥିବା ଗାଡ଼ି ଓ କୋଠା କାହା ହେପାଜରେ ରୁହେ । ଅଭିଯୁକ୍ତ କିମ୍ବା ତାଙ୍କ ପରିବାର ଏହାକୁ ବିକ୍ରି କରିପାରିବେ ନା ନାହିଁ ।  ପରେ ଜବତ ସମ୍ପତ୍ତି କୁଆଡେ ଯାଏ । …

Read More