Author: TRUPTIMAYEE SAHOO

ଆଜିଠାରୁ ଠିକ୍ ୧୧୧ ବର୍ଷ ପୂର୍ବେ ଇଉରୋପରରେ ଜଣେ ରାଜକୁମାରଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ପରେ ପ୍ରଥମେ ଇଉରୋପ ଓ ପରେ ସମଗ୍ର ବିଶ୍ୱ ଦୁଇ ଭାଗରେ ବିଭକ୍ତ ହୋଇଗଲା ଏବଂ ପ୍ରଥମ ବିଶ୍ୱଯୁଦ୍ଧର ମୂଳଦୁଆ ପଡ଼ିଲା । ତା’ପରେ ଅନେକ ଦେଶ ପରସ୍ପର ବିରୁଦ୍ଧରେ ମୁହାଁମୁହିଁ ହେଲେ । ଦେଶଗୁଡ଼ିକ ଦୁଇ ଗୋଷ୍ଠୀରେ ବିଭକ୍ତ ହେଲେ । ସମସ୍ତେ ପରସ୍ପର ଉପରେ ଆକ୍ରମଣ କଲେ । ଆସନ୍ତୁ, ଜାଣିବା କେଉଁ ରାଜକୁମାର ଥିଲେ, ଯାହାଙ୍କ ହତ୍ୟା ବିଶ୍ୱଯୁଦ୍ଧର କାରଣ ହେଲା ? କେତେ ଦେଶ ଏହି ଯୁଦ୍ଧରେ ସାମିଲ ହେଲେ ?  ଯୁଦ୍ଧର ପରିଣାମ କ’ଣ ହେଲା ? କେତେ ଲୋକ ମରିଲେ ? ବିଶ୍ୱର ବିଭିନ୍ନ ଅଞ୍ଚଳରେ କେତେ ଧ୍ୱଂସ ହେଲା ? ୧୯୧୪ ମସିହା ଜୁଲାଇ ୨୮ ତାରିଖରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା । ଏହି ଦିନ ସର୍ବିୟାରେ ଅଷ୍ଟ୍ରିଆର ରାଜକୁମାର ଫ୍ରାନ୍ସିସ…

Read More