Author: TRUPTIMAYEE SAHOO

ବିଗତ କିଛି ଦିନ ହେବ ସିନେମା ସୈୟାରା ବକ୍ସ ଅଫିସରେ କମାଲ କରିଛି ।  ଯୁବପିଢ଼ିଙ୍କୁ ଏହି ସିନେମା ଖୁବ୍ ପସନ୍ଦ ଆସିଛି ।   କିନ୍ତୁ ବର୍ତ୍ତମାନ ସୈୟାରାକୁ ଟକ୍କର ଦେଲା ଭଳି ଏକ ଆନିମେଟେଡ୍ ଫିଲ୍ମ ବିଷୟରେ ଚର୍ଚ୍ଚ ହେଉଛି । ଯାହାର ସୈୟାରାକୁ ପଛରେ ପକାଇଦେଇଛି । ଫିଲ୍ମର ନାମ ହେଉଛି ମହାବତାର ନରସିହ୍ମା, ଯାହାର ନିର୍ଦ୍ଦେଶନା ଏବଂ ପ୍ରଯୋଜନା ଅଶ୍ୱିନ କୁମାର ଦେଇଛନ୍ତି । ସେ ଏହି ଫ୍ରାଞ୍ଚାଇଜକୁ ଭାରତର MCU ଶୈଳୀରେ ଆରମ୍ଭ କରିଛନ୍ତି । ଲୋକଙ୍କ ମଧ୍ୟରେ ଫିଲ୍ମର ଚାହିଦା ଏତେ ଅଧିକ ଯେ ଏହାର ଆରମ୍ଭର ତିନି ଦିନରେ ହିଁ ଆୟରେ ୪୦୦ ପ୍ରତିଶତ ବୃଦ୍ଧି ଘଟିଛି । ଯେଉଁ କାରଣରୁ ଏହି ଫିଲ୍ମଟି ବଜେଟଠାରୁ ୬୦୦ ଗୁଣ ଅଧିକ ଆୟ କରିଛି । ‘ମହାବତାର ନରସିହ୍ମା’ ସିନେମାକୁ ହୋମ୍ବାଲେ ଫିଲ୍ମସ୍ ପ୍ରେଜେଣ୍ଟ କରିଛନ୍ତି । ଏହି ପ୍ରଡକ୍ସନ୍ ପୂର୍ବରୁ KGF, ‘ସଲାର’…

Read More