Author: TRUPTIMAYEE SAHOO

ଯେତେବେଳେ ଆମେ କହୁଛୁ ଯେ ଆମେରିକା ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କାହିଁକି କରୁଛି, ତେବେ ଆମେ କେବଳ ନୀତି କିମ୍ବା ଚୁକ୍ତି ବିଷୟରେ ପଚାରୁନାହୁଁ । ବରଂ ଆମେ ପ୍ରକୃତରେ କହିବାକୁ ଚାହୁଁଛୁ ଯେ ଏକ ମହାଶକ୍ତି ନିଜକୁ କିପରି ଦେଖେ ଏବଂ ନିରନ୍ତର ବଦଳୁଥିବା ବିଶ୍ୱ ପରିଦୃଶ୍ୟରେ ନିଜକୁ କିପରି ସୁରକ୍ଷିତ ରଖେ । ସମସ୍ତେ ଜାଣନ୍ତି ଯେ ଆମେରିକା କେବଳ ଭାବନା ଦ୍ୱାରା ପରିଚାଳିତ ହୋଇ କାମ କରେ ନାହିଁ, ବରଂ ରଣନୀତି ଅନୁଯାୟୀ କାମ କରେ । ଆମେରିକାର ବୈଦେଶିକ ନୀତିର ଏକ ବଡ଼ ବୈଶିଷ୍ଟ୍ୟ ହେଉଛି ଯେ ଏହା ବିଶ୍ୱର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ନିଜର ପ୍ରଭାବ ବଜାୟ ରଖିବାକୁ ଚାହେଁ । ପାକିସ୍ତାନକୁ ସମର୍ଥନ କରିବା ପଛରେ ଆମେରିକାର ଏହି ସ୍ୱାର୍ଥ ଓ ରଣନୀତି କାମ କରେ । ଏହି କାରଣରୁ ପାକିସ୍ତାନ ଆମେରିକା ପାଇଁ ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ମୋହରା ହୋଇ ରହିଛି…

Read More