Author: TRUPTIMAYEE SAHOO

ଟ୍ରମ୍ପଙ୍କ ଶୁଳ୍କ ଚଡ଼କର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି । ଏହି ଶୁଳ୍କ ଫଳରେ ଓଡ଼ିଶାର ଚିଙ୍ଗୁଡ଼ି ରପ୍ତାନି ୭୦% କମିବ । ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନି ରାଜ୍ୟ । ଓଡ଼ିଶାର ମୋଟ ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିରୁ ପ୍ରାୟ ୭୦ ପ୍ରତିଶତ ଯୁକ୍ତରାଷ୍ଟ୍ର ଆମେରିକାକୁ ହିଁ ହୋଇଥାଏ । ବର୍ଷକୁ ପ୍ରାୟ ୨୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ଆମେରିକାକୁ ରପ୍ତାନି ହୋଇଥାଏ । ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନି ରାଜ୍ୟ। ଏହି ରପ୍ତାନି ଓଡ଼ିଶା ପାଇଁ ବିଦେଶୀ ମୁଦ୍ରା ଉପାର୍ଜନର ସୁଯୋଗ ଆଣିଥାଏ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିବା ପରେ ଉଭୟ ଚିଙ୍ଗୁଡ଼ି ରପ୍ତାନିକାରୀ ଓ ଚାଷୀମାନଙ୍କ ଚିନ୍ତା ବଢ଼ିଯାଇଛି । କାରଣ ହେଉଛି ଏତେ ଚଢ଼ା ଶୁଳ୍କରେ ଆମେରିକାରେ ବ୍ୟବସାୟ କରିବା…

Read More