Author: TRUPTIMAYEE SAHOO

ଓଡ଼ିଆ ଅଭିଧାନ ଓଲଟାଇଲେ ପ୍ରବଞ୍ଚକର ଅର୍ଥ ଯାହା ଆସିବ ତାହା ହେଲା ମିଥ୍ୟାର ଆଶ୍ରୟନେବା , ଯାହା ନୁହେଁ ତାହା ଦେଖାଇହେବା ଅର୍ଥାତ୍ ଛଳନା କରିବା । ସାମ୍ପ୍ରତିକ ରାଜ୍ୟ ରାଜନୀତିରେ ଏହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ଗତ କିଛି ଦିନ ହେଲା ରାଜ୍ୟରେ ଯେପରି ଛାତ୍ରୀ ପୋଡ଼ି ମାମଲା ସାମ୍ନାକୁ ଆସୁଛି ତାହାକୁ ନେଇ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ନିଜର ଉଦବେଗ ପ୍ରକାଶ କରିବା ସହିତ ରାଜ୍ୟର ବିଜେପି ସରକାରକୁ କଡ଼ା ସମାଲୋଚନା କରୁଛନ୍ତି । ବିରୋଧି ଦଳ ନେତା ହିସାବରେ ଏହା କରିବା କଥା ମଧ୍ୟ । କିନ୍ତୁ ପ୍ରଶ୍ନ ଉଠୁଛି ସେ ଯେତେବେଳେ ୨୪ ବର୍ଷ ଧରି ରାଜ୍ୟ ଶାସନ ଗାଦିରେ ଥିଲେ ; ସେତେବେଳେ ତାହା କରୁଥିଲେକି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ନବୀନଙ୍କ ଶାସନ ସମୟରେ…

Read More