Author: TRUPTIMAYEE SAHOO

ଯେକୌଣସି ଗଣତନ୍ତ୍ରରେ ରାଜନୀତି ହେଉକି ଅନ୍ୟ କିଛି ହେଉ ସେଥିରେ ପ୍ରତିଯୋଗିତା ରହିବ । ଫଳସ୍ୱରୂପ, ଯେତେବେଳେ ମୋ ଭଳି ଲୋକ କୁହନ୍ତି ଯେ ଆମେ ଆମ ଦଳଗୁଡ଼ିକୁ ସମ୍ମାନ କରୁ, ସେତେବେଳେ ଆମେ କିଛି ମୂଲ୍ୟବୋଧ କଥା ହିଁ କହିଥାଉ । ଏହି ଦୃଢ଼ ବିଶ୍ୱାସ ହିଁ ଆମକୁ ଆମ ଦଳରେ ରଖିଥାଏ । କିନ୍ତୁ ଜାତୀୟ ସୁରକ୍ଷା ସ୍ୱାର୍ଥରେ ଆମକୁ ଅନ୍ୟ ଦଳ ସହିତ ସହଯୋଗ କରିବାର ଆବଶ୍ୟକତା ରହିଛି – ଯେଉଁ ପ୍ରଶ୍ନ ଆପଣ ପଚାରିଛନ୍ତି । ବେଳେବେଳେ ଦଳଗୁଡ଼ିକ ଅନୁଭବ କରନ୍ତି ଯେ ଏହାଦ୍ଵାରା ଦଳ ପ୍ରତି ବିଶ୍ୱାସଘାତକତା କରାଯାଇଛି । ଏବଂ ସେଇଟା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଆପଣଙ୍କର ପ୍ରଥମ ଆନୁଗତ୍ୟ କଣ ? ମୋ ମତରେ, ରାଷ୍ଟ୍ର ପ୍ରଥମେ ଆସେ । ଦଳଗୁଡ଼ିକ ହେଉଛି ଦେଶକୁ ଉନ୍ନତ କରିବାର ଏକ ମାଧ୍ୟମ । ତେଣୁ ମୋ ମତରେ,…

Read More