Author: TRUPTIMAYEE SAHOO

ଭାରତ ଓ ଆମେରିକାର ସମ୍ପର୍କ ଆଜି ବେଶ ସମ୍ବେଦନଶୀଳ ସ୍ଥିତିରେ ଅଛି। ଭାରତକୁ ତୁରନ୍ତ କ୍ଷତି ହୋଇପାରେ, କିନ୍ତୁ ଦୀର୍ଘକାଳୀନ କ୍ଷତିରୁ ଆମେରିକା ମଧ୍ୟ ରକ୍ଷା ପାଇବ ନାହିଁ। ଏହି ଝଗଡ଼ାରୁ ସ୍ପଷ୍ଟତଃ ଚୀନକୁ ଲାଭ ହେବ ଏବଂ ଚୀନ କେବଳ ଭାରତ ପାଇଁ ନୁହେଁ, ଆମେରିକା ପାଇଁ ମଧ୍ୟ ବିପଦ ସାଜିବ। ୟୁକ୍ରେନରେ ଯୁଦ୍ଧ ମୋଦୀଙ୍କ ଯୁଦ୍ଧ… ଭାରତ ବହୁତ ଅହଂକାରୀ… ଭାରତ ୟୁକ୍ରେନରେ ନରସଂହାର କରାଉଛି… ଏହିପରି କିଛି ବାକ୍ୟ ଭାରତ ଓ ଆମେରିକାର ସାମୂହିକ ସହଭାଗୀତାକୁ ବହୁତ କ୍ଷତି ପହଞ୍ଚାଇଛି । ଏହି ବାକ୍ୟଗୁଡ଼ିକର ସୃଷ୍ଟିକର୍ତ୍ତା ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁମ୍ଭ ନିଶୁମ୍ଭ, ଅର୍ଥାତ ପିଟର ନବାରୋ ଏବଂ ସ୍କଟ ବେସେଣ୍ଟ । ପିଟର ନବାରୋ ହେଉଛନ୍ତି ହ୍ୱାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟବସାୟିକ ପରାମର୍ଶଦାତା, ଆଉ ସ୍କଟ ବେସେଣ୍ଟ ହେଉଛନ୍ତି ଆମେରିକାର ଅର୍ଥମନ୍ତ୍ରୀ। ଗତ ଏକ ମାସରୁ ଏହି ଦୁଇଜଣ ଆମେରିକୀୟ ଚ୍ୟାନେଲଗୁଡ଼ିକରେ ବସି ଭାରତ…

Read More