Author: TRUPTIMAYEE SAHOO

ପୁରୀ ଶ୍ରୀମନ୍ଦିରରୁ ଏବେ ସୁରକ୍ଷ। ଚିନ୍ତା । କେତେବେଳେ କିଏ କେଉଁଭଳି ସ୍ପାଏ କ୍ୟାମେରା ନେଇ ଭିରତକୁ ଯାଉଛନ୍ତି ତାହାର ଠିକ ଠିକଣା ନାହିଁ । ଯେତେବେଳେ ଧରା ପଡୁଛନ୍ତି ଲୋକେ ଜାଣୁଛନ୍ତି ନ ଧରା ପଡ଼ିଲେ ଗଲା । ଏବେ ତ ଡର ଲାଗିଲାଣି ଶ୍ରୀମନ୍ଦିର ଭିତରକୁ ଚଷମା କ୍ୟାମେରା ଲଗେଇ ଗଲେ ଧରି ହେଉଛି କିନ୍ତୁ ଆହୁରୀ ଅନେକ ପ୍ରକାର ସ୍ପାଏ କ୍ୟାମେରା ଅଛି ଯାହାକୁ ଭିଡ ଭିତରେ ଧରିବା ପ୍ରାୟ ସମ୍ଭବ ନୁହଁ । ସାର୍ଟ ବଟନଠୁ ନେଇ ପେନ ଯାଏଁ ଅନେକ ପ୍ରକାରର ସ୍ପାଏ କ୍ୟାମେରା ସେ ସବୁକୁ କେମିତି ପ୍ରଶାସନ ରୋକିବ ତାହା ବି ବଡ ପ୍ରଶ୍ନବାଚୀ ସାଜିଲାଣି । ପୁରୀ ଶ୍ରୀମନ୍ଦିର ଭିତରେ ଗୁପ୍ତ ସ୍ପାଏ କ୍ୟାମେରା ଲାଗିଥିବା ଚଷମା ବ୍ୟବହାର କରିବା ଅଭିଯୋଗରେ କୋଲକାତାର ଜଣେ ଭକ୍ତଙ୍କୁ ଅଟକ ରଖିବାର କିଛି ଘଣ୍ଟା ପରେ, ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିର ଉପରେ…

Read More