Author: TRUPTIMAYEE SAHOO

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରହୋଲଡରଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଜିଓର ଆଇପିଓ ଆସନ୍ତା ବର୍ଷର ପ୍ରଥମାର୍ଦ୍ଧ ଅର୍ଥାତ୍ ୨୦୨୬ରେ ଆସିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର 48ତମ ବାର୍ଷିକ ସାଧାରଣ ବୈଠକରେ ସେୟାରହୋଲଡରମାନଙ୍କୁ ସମ୍ବୋଧିତ କରି ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏହି ସୂଚନା ଦେଇଛନ୍ତି । ମୁକେଶ ଅମ୍ବାନୀ କହିଛନ୍ତି, “ମୁଁ ଗର୍ବର ସହିତ ଘୋଷଣା କରୁଛି ଯେ ଜିଓ ଏହାର ଆଇପିଓ ପାଇଁ ଆବେଦନ କରିବାକୁ ପ୍ରସ୍ତୁତ ହେଉଛି। ଆମର ଲକ୍ଷ୍ୟ ୨୦୨୬ର ପ୍ରଥମାର୍ଦ୍ଧ ସୁଦ୍ଧା ଜିଓକୁ ତାଲିକାଭୁକ୍ତ କରିବା। ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ଜିଓ ଆମର ବିଶ୍ୱବ୍ୟାପୀ ପ୍ରତିପକ୍ଷଙ୍କ ପରି ସମାନ ମୂଲ୍ୟ ସୃଷ୍ଟି କରିବ। ମୁଁ ନିଶ୍ଚିତ ଯେ ଏହା ସମସ୍ତ ନିବେଶକଙ୍କ ପାଇଁ ଏକ ଅତ୍ୟନ୍ତ ଆକର୍ଷଣୀୟ ସୁଯୋଗ ହେବ।”ରିଲାଏନ୍ସ ଜିଓ ଆଜି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି, କମ୍ପାନୀର ଗ୍ରାହକଙ୍କ ସଂଖ୍ୟା ୫୦ କୋଟି ଗ୍ରାହକଙ୍କ ସଂଖ୍ୟା…

Read More