Author: TRUPTIMAYEE SAHOO

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତରେ ଅଛନ୍ତି, ଯେଉଁଠାରେ କୋଙ୍ଗୋ ଗୁମୀ ପରି ୧୪୫୦ ବର୍ଷ ପୁରୁଣା କମ୍ପାନୀମାନେ ଅଛନ୍ତି। ଜାପାନର ବ୍ୟବସାୟିକ ସଂସ୍କୃତି ଏହାକୁ ବିଶ୍ୱର ଏକ ଅତ୍ୟନ୍ତ ବିକଶିତ ଦେଶ କରିଛି। ଏଠାରେ ଲୋକଙ୍କ ହାରାହାରି ଆୟ ୩୬ ଲକ୍ଷ… ଜାପାନ ବିଶ୍ୱର ଏକ ଅତ୍ୟନ୍ତ ବିକଶିତ ଏବଂ ଅନୁଶାସିତ ଦେଶ। ଏହା ସମ୍ପୂର୍ଣ୍ଣ ବିନାଶ ଦେଖିବା ପରେ ନିଜ ଶକ୍ତିରେ ଉଠି ଛିଡ଼ା ହୋଇଥିବା ଦେଶ। ଏହା ବିଶ୍ୱକୁ ପଥ ଦେଖାଉଥିବା ଦେଶ। ଏପରି ସ୍ଥିତିରେ ଜାପାନ କିପରି ଏହି ମାନ୍ୟତା ହାସଲ କଲା। ଜାପାନର କାହାଣୀ ଆଜିର ନୁହେଁ । ଜାପାନର କାହାଣୀ ଅତୀତରେ ଲେଖା ହୋଇଥିଲା । ଏହି ଦେଶରେ ଏଭଳି ବ୍ୟବସାୟୀକ ପ୍ରତିଷ୍ଠାନ ଅଛନ୍ତି ଯେଉଁମାନେ ହଜାର ବର୍ଷରୁ ଅଧିକ ସମୟ ଧରି ବ୍ୟବସାୟ କରି ଆସୁଛନ୍ତି । ଜାପାନରେ ଏମିତି ଗୋଟିଏ ହୋଟେଲ ଅଛି,ଯାହ ଦୁଇ ହଜାର ବର୍ଷ ଧରି ସେବା…

Read More