Author: TRUPTIMAYEE SAHOO

ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛି। ଜର୍ମାନ ମିଡିଆ ଏଫଏଜେଡ୍ର ଅନୁଯାୟୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବିଦେଶୀ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବୋଧେ ଅସନ୍ତୁଷ୍ଟ। ଏହା ହିଁ କାରଣ ଯେ ସେ ଟ୍ରମ୍ପଙ୍କ ପଟୁ ୪ ଥର ଫୋନ ଆସିଥିଲେ ମଧ୍ୟ ସେ କଲ ରିସିଭ୍ କରିନଥିଲେ । ଭାରତ ୨୦୪୭ ସୁଦ୍ଧା ବିକଶିତ ଭାରତ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ, ଭାରତ ଆମେରିକା କିମ୍ବା ଅନ୍ୟ କୌଣସି ଦେଶ ଆଗରେ ନଇଁବ ନାହିଁ। ଟ୍ରମ୍ପଙ୍କ ଟାରିଫ ୱାରକୁ ଖାତିର ନକରି ଭାରତ ଏଭଳି ଉତ୍ତର ଦେଉଛି ବୋଲି ଖବରକାଗଜ ଦାବି କରିଛି । ବ୍ରିକ୍ସ ମାଧ୍ୟମରେ ଭାରତ ପାଖରେ ଏକ ବଡ଼ ସୁଯୋଗ ଅଛି, ଯାହା ଦ୍ଵାରା ଏହା ଆମେରିକାକୁ ଆଣ୍ଠେଇ ଦେବ । ଏପରି କି ଆମେରିକାର ଜଣେ ବଡ଼ ଅର୍ଥନୀତିଜ୍ଞ ମଧ୍ୟ ୩୦୦ କୋଟି ଜନସଂଖ୍ୟା ଏବଂ ୨୪ ଟ୍ରିଲିୟନ ଡଲାରର ଅର୍ଥନୀତି…

Read More