Author: TRUPTIMAYEE SAHOO

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଆତଙ୍କବାଦ ଉପରେ ଏକ ସ୍ପଷ୍ଟ ବାର୍ତ୍ତା ଦେବା ପାଇଁ ତାଙ୍କ ଅଭିଭାଷଣରେ ପ୍ରଶ୍ନ କରିଥିଲେ ଯେ “କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ର” ଦ୍ୱାରା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଖୋଲା ସମର୍ଥନ ଆଉ ସହ୍ୟ କରାଯାଇପାରିବ କି ନାହିଁ। ଚୀନର ତିଆନଜିନରେ ଅନୁଷ୍ଠିତ ୨୫ତମ SCO ସମ୍ମିଳନୀରେ ମୋଦୀ ଭାଷଣ ଦେଇଥିଲା । ଯେଉଁଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ଉପସ୍ଥିତ ଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ଜୋର ଦେଇଥିଲେ ଯେ “ଆତଙ୍କବାଦ କେବଳ କୌଣସି ଗୋଟିଏ ଦେଶର ସୁରକ୍ଷା ପାଇଁ ବିପଦ ନୁହେଁ, ବରଂ ସମଗ୍ର ମାନବଜାତି ପାଇଁ ବିପଦ”। ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଚାରି ଦଶନ୍ଧି ଧରି “ଆତଙ୍କବାଦର ପ୍ରଭାବ” ଭୋଗିଛି, ଏବଂ ଏହାର ଲଢ଼େଇରେ ନୂଆ ଦିଲ୍ଲୀ ସହିତ ଠିଆ ହୋଇଥିବା…

Read More