Author: TRUPTIMAYEE SAHOO

କିଛି ଦିନ ପରେ ମଣ୍ଡପକୁ ଆସିବେ ମା’ ଦୁର୍ଗା କିନ୍ତୁ ମା’ଙ୍କ ମୁଖରେ ବଙ୍ଗଳା ପ୍ରଭାବକୁ ଦେଖି ପାରୁଛନ୍ତି କି ? ଓଡ଼ିଶାର ସଂସ୍କୃତିରେ ମାତୃ ଉପାସନା ନୂଆ ନୁହେଁ । ଓଡ଼ିଶା ଯେତିକି ପୁରୁଣା ସମ୍ଭବତଃ ତା’ଠାରୁ ଅଧିକ ପୁରୁଣା ଓଡ଼ିଶାରେ ମାତୃ ଆରାଧନା । ମା’ ଏଠାରେ ଶକ୍ତିର ପ୍ରତୀକ ଭାବେ ପୂଜିତ ହୁଅନ୍ତି । କିନ୍ତୁ ଓଡ଼ିଶାରେ ମୃଣ୍ମୟ ମୂର୍ତ୍ତି ପୂଜା ଦେଢଶହ ବର୍ଷରୁ ଅଧିକ ନୁହେଁ । ବ୍ରିଟିଶ ଶାସନ କାଳରେ ସୂର୍ଯ୍ୟାସ୍ତ ଆଇନ ଆସିବା ପରେ ଓଡ଼ିଶାର ଅନେକ ଜମିଦାରୀ ବଙ୍ଗାଳୀଙ୍କ ହାତକୁ ଗଲା । କଲିକତାରେ ସୂର୍ଯ୍ୟାସ୍ତ ପୂର୍ବରୁ ଖଜଣା ଦେଇ ପାରିନଥିବା ଓଡ଼ିଆ ଜମିଦାରଙ୍କ ଜମିଦାରୀକୁ ବଙ୍ଗାଳୀ ଭଦ୍ରଲୋକ ନିଲାମ ଧରିଥିଲେ । ଜମିଦାରୀ କିଣିବା ପରେ ଏହି ବଙ୍ଗାଳୀଙ୍କ ଓଡିଶା ଯାତ୍ରା ଆରମ୍ଭ ହୋଇଥିଲା । ସେମାନେ ଓଡ଼ିଶାକୁ ନିଜ ସଂସ୍କୃତି ମଧ୍ୟ ନେଇ ଆସିଥିଲେ । ବିଶେଷକରି ଦୂର୍ଗା…

Read More