Author: TRUPTIMAYEE SAHOO

ଆମେରିକା ଭାରତ ଉପରେ ମନଇଚ୍ଛା ଶୁଳ୍କ ଲାଗୁ କରିଛି। ଏହା ସହିତ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବାରମ୍ବାର ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଉଛନ୍ତି। କିନ୍ତୁ ଭାରତ ଟ୍ରମ୍ପଙ୍କ ଏହି ଧମକକୁ ଅଣଦେଖା କରୁଛି ଏବଂ ରୁଷରୁ ତେଲ କିଣିବା ଜାରି ରଖିଛି। ଏବେ ଖବର ଆସିଛି ଯେ ଭାରତୀୟ ରିଫାଇନାରୀ ପାଇଁ ରୁଷ ତେଲ ଶସ୍ତା ହୋଇଯାଇଛି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ରୁଷ ଭାରତକୁ ଦିଆଯାଉଥିବା ତେଲ ଉପରେ ରିହାତି ପ୍ରତି ବ୍ୟାରେଲକୁ ୩ ଡଲାର ରୁ ୪ଡଲାରକୁ ବୃଦ୍ଧି କରିଛି। ଗତ ସପ୍ତାହରେ ଏହି ରିହାତି ପ୍ରତି ବ୍ୟାରେଲ ୨.୫୦ଡଲାର ଥିଲା, ଯେତେବେଳେ ଜୁଲାଇରେ ଏହା ପ୍ରତି ବ୍ୟାରେଲ ୧ଡଲାର ଥିଲା। ଏହି ନୂତନ ହାର ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଭାରତକୁ ପଠାଯାଉଥିବା ତେଲ ଉପରେ ଲାଗୁ ହେବ। ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ ଟ୍ରମ୍ପ ପ୍ରଶାସନ ଗତ…

Read More