Author: TRUPTIMAYEE SAHOO

ବିନା ପିଆଜ ରସୁଣ ହୋଟେଲ ଆପଣ ନିଶ୍ଚୟ ଦେଖିଥିବେ। ହୋଟେଲ ଆଗରେ ବଡ଼ ବଡ଼ ଅକ୍ଷରରେ ଲେଖାଥାଏ,ଏଠାରେ ବିନା ପିଆଜ ରସୁଣ ଖାଦ୍ୟ ମିଳେ। ଏମିତି କେବଳ ଭାରତରେ ହିଁ ଦେଖିବାକୁ ମିଳେ। କାରଣ ଭାରତର ହିନ୍ଦୁ ରସୁଣ,ପିଆଜକୁ ତାମସିକ ଖାଦ୍ୟ ଭାବେ ଗ୍ରହଣ କରନ୍ତି। କିନ୍ତୁ ଆପଣଙ୍କୁ ଯଦି କିଏ କୁହେ ଯେ,ବ୍ରିଟେନ ରାଜପରିବାର ମଧ୍ୟ ରସୁଣ ଖାଏ ନାହିଁ,ତେବେ ଆପଣ କଣ ଭାବିବେ ? କଣ ବ୍ରିଟେନ ରାଜପରିବାର କୌଣସି ହିନ୍ଦୁ ଗୁରୁଙ୍କଠାରୁ ଦିକ୍ଷା ନେଇ ରସୁଣ ଖାଇବା ଛାଡ଼ି ଦେଇଛନ୍ତି ? ଯଦି ସେମିତି ଭାବୁଛନ୍ତି ତେବେ ପୁରା ଭୁଲ ଭାବୁଛନ୍ତି। ବ୍ରିଟେନ୍ ରାଜପରିବାରର ଖାଦ୍ୟରେ ରସୁଣ ବ୍ୟବହୃତ ହୁଏନାହିଁ କିନ୍ତୁ ଏହା ପଛରେ ଅଲଗା କାରଣ ରହିଛି। ଆସନ୍ତୁ ଜାଣିବା ସେହି କାରଣ କଣ। ବ୍ରିଟେନର ରାଜପରିବାରର ଖାଦ୍ୟରେ କେବେ ମଧ୍ୟ ରସୁଣର ବ୍ୟବହାର ହୁଏ ନାହିଁ। ନିକଟରେ ଯେତେବେଳେ ବ୍ରିଟେନର ରାଜପରିବାର ଆମେରିକୀୟ ରାଷ୍ଟ୍ରପତି…

Read More